ପରପାରିରେ ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର

10

Get real time updates directly on you device, subscribe now.

ସମ୍ବଲପୁର ( ସଂଘର୍ଷ ମିଡିଆ ) : ରେଢାଖୋଲ ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ ହୋଇଯାଇଛି । ଅଭିମନ୍ୟୁ କୁମାର ସମ୍ବଲପୁର ଜିଲ୍ଲାର କଂଗ୍ରେସର ଜଣେ ଟାଣୁଆ ରାଜନେତା ଥିଲେ । ସ୍ବର୍ଗତ କୁମାର ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫ ଥର ବିଧାୟକ ହୋଇଥିଲେ । ସେ ବହୁ ଦିନ ଧରି ଅସୁସ୍ଥ ଥିବା ବେଳେ ଆଜି ତାଙ୍କ ସମ୍ବଲପୁର ର ଭତରା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୄତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More