ପବିତ୍ର ରଥ ଯାତ୍ରା ଅବସରରେ ଜନସାଧାରଣଙ୍କୁ ସଂଘର୍ଷ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା

12

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥ ଯାତ୍ରା ଅବସରରେ ସଂଘର୍ଷ ପରିବାର ତରଫରୁ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ରଥଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସାମ୍ବତ୍ସରିକ ଯାତ୍ରା ଯିଏ କି ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଜନସାଧାରଣ ବିଶ୍ୱାସ କରନ୍ତି । ଏହି ପବିତ୍ର ରଥ ଯାତ୍ରାର ଭବ୍ୟ ଓ ବିରାଟ ଆୟୋଜନ ତଥା ରଥମାନଙ୍କର ଅପରୂପ ଶୋଭା ବାସ୍ତବିକ ଅତୁଳନୀୟ । ରଥ ଯାତ୍ରା ସହ ଜଡ଼ିତ ସକଳ ପ୍ରକାର ପବିତ୍ର ତଥା ଆଦର୍ଶ ଭାବନା ଆମକୁ ଉଦବୁଦ୍ଧ କରୁ ଏବଂ ଆମମାନଙ୍କ ଜୀବନରେ ଶାନ୍ତି ଓ ସଦ୍ଭାବନା ଭରିଦେଉ ବୋଲି ସଂଘର୍ଷ ପରିବାର ତରଫରୁ ଏଟିକି କାମନା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More