ପବିତ୍ର ମହାବିଷୁବ ସଙ୍କ୍ରାନ୍ତି ଅବସରରେ ହିନ୍ଦୁ ଏକତା ରାଲି

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ପବିତ୍ର ମହାବିଷୁବ ସଙ୍କ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି l ଶ୍ରୀ ବଳଦେବଜୀଉଙ୍କ ରଥ ଦାଣ୍ଡରୁ ହଜାରହଜାର ଶ୍ରଦ୍ଧାଳୁ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତିନିମୁହାଣୀ ରାମ ମନ୍ଦିରରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି l ଏହି ଶୋଭାଯାତ୍ରାରେ ବିଭିନ୍ନ ବ୍ଲକରୁ ଭିନ୍ନଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟ ଯୋଗଦେଇଛନ୍ତି l ଅନ୍ୟପକ୍ଷରେ ଆଜି ପବିତ୍ର ପଣାସଂକ୍ରାନ୍ତି ଅବସରରେ ବଳଦେବ ସେନା ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପଣା ବିତରଣ କରାଯାଇଛି l ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି lକେନ୍ଦ୍ରାପଡ଼ାରୁ ସୁନନ୍ଦା ଭୂୟାଁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More