ପଦ୍ମପୁର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ

19

Get real time updates directly on you device, subscribe now.

ବରଗଡ(ସଂଘର୍ଷ ମିଡିଆ) : – ପଦ୍ମପୁର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅଙ୍ଗନବାଡ଼ି କର୍ମଚାରୀ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳପାଇଁ ବସିବେ। ତାଙ୍କର ଏୟା ଦାବି ଯେ, ଦରମା ବଢାଯାଉ,ମିନି ଅଙ୍ଗନବାଡ଼ି କର୍ମଚାରୀଙ୍କୁ ବରିଷ୍ଠତାର ମାନ୍ୟତା ଦିଆଯାଉ ଓ ଆନ୍ଦୋଳନ କରୁଥିବା ଛଅ ଜଣ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାର ନିଳମ୍ବିତ କରିଥିବାରୁ ତାଙ୍କୁ ପୁନଃ କାର୍ଯ୍ୟରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଏହା ଅଙ୍ଗନବାଡ଼ି କର୍ମଚାରୀଙ୍କ ଦାବି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କୋୖଣସି ପ୍ରକାର ପ୍ରତିଶ୍ରୁତି ମିଳିନାହିଁ ସରକାରଙ୍କ ପକ୍ଷରୁ। ଏହା ହେଉଛି ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ।ହକ ପାଇଁ ଦାବି କଲେ ମିଳୁଛି ନିଳମ୍ବନ ଆଦେଶ। ଏହା ହେଉଛି ଓଡ଼ିଶା ସରକାରଙ୍କ ଅନ୍ୟାୟ । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More