ପଟ୍ଟୀ ଦିଅଁ ଭାବେ ପୂଜା ପାଉଛନ୍ତି ତିନି ଠାକୁର

29

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେଵ ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ଵରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି ଚତୁର୍ଦ୍ଧାବିଗ୍ରହ। ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଶ୍ରୀ ବଳଭଦ୍ରଙ୍କ ଅନନ୍ତ ବାସୁଦେବ ରୂପରେ ଏବଂ ଦେବୀ ସୁଭଦ୍ରା ମାଆ ମାଅ ଭୁବନେଶ୍ଵରୀ ରୂପରେ ପଟ୍ଟି ଭାବେ ଅଣସର ସମୟରେ ପୂଜା ପାଉଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More