ପଟିଆ ବିଗବଜାର ଛକକୁ ଲାଗି ରହିଥିବା ୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ

99

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : -ପଟିଆ ବିଗବଜାର ଛକକୁ ଲାଗି ରହିଥିବା ୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୫ ଦମକଳ ଗାଡି ଥିଲେ ମଧ୍ୟ ନିଆଁ ଆୟତ୍ତ ହେଉନି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More