ପଞ୍ଚାୟତର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ ବିଧାୟକ ଓ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡl ଗ୍ରାମ ପଞ୍ଚାୟତର କେଲିଆ ବାବା ସ୍ଵର୍ଣ୍ଣଶ୍ଵର ମନ୍ଦିରରେ ପାନୀୟ ଜଳ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ l ସେହିପରି ଦାଢିଆ ଗୁଡା ଗ୍ରାମରେ ମଧ୍ଯ ପାନୀୟ ଜଳର ଘୋର ଅଭାବ ରହିଥିଲା l ତାହାର ସମାଧାନ କରି ଏକ ନୁତନ ନଳକୂପ ଖନନ କରିଥିବା ବେଳେ ସେହିପରି ଦାଢିଆ ଗୁଡା ଗ୍ରାମରେ ଏକ ନୁତନ ନଳକୂପ ଖନନ କରି ଏ ଗ୍ରୀଷ୍ମ ରିତୁ ରେ ପାନୀୟ ଜଳ ଯୋଗାଇ ଦେଇଥିବାରୁ ଚଚାରାଗୁଡl ଗ୍ରାମବାସୀଙ୍କ ସହ ସ୍ଥାନୀୟ ଅଞ୍ଚଳ ବାସୀ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଓ ସଂସାଦ ରମେଶ ଚନ୍ଦ୍ର ମାଝୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More