ନୋ ଏଣ୍ଟ୍ରି ଜୋନରେ ଚାପିଦେଲା ଟ୍ରକ, ଦୁଇ ଗୁରୁତର

10

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -ନୋ ଏଣ୍ଟ୍ରିରେ ଚାପିଦେଲା ଟ୍ରକ l ଦୁଇ ଗୁରୁତର l ଗୁରୁତର ଦୁଇ ଜଣ ହେଲେ ତୁମୁସିଙ୍ଗା ଥାନା କୋଟଗରା ଗ୍ରାମ ର ସୁଜିତ ମଳିକ ଓ ରମେଶ ମଳିକ l ସୂଚନା ଅନୁସାରେ ଉଭୟ ଏକ ବାଇକ ଯୋଗେ କାମାକ୍ଷାନଗର ଥାନା କାନପୁରା ଗ୍ରାମକୁ କାମ କରିବାକୁ ଯାଉଥିବା ବେଳେ ବାଇପାସ ନିକଟରେ ଥିବା କାନପୁରା ରାସ୍ତାରେ ଟ୍ରକ ସହ ଧକା ହୋଇଥିଲେ l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ 108ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି l ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ ଥିବାରୁ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More