ନୃତ୍ୟ ମଧୁରମ ଗ୍ଲାମ ଅପ- ୨୦୨୨ ସୋ ଅନୁଷ୍ଠିତ

18

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଗୁରୁ ଶ୍ରୀ ସୁବ୍ରତ କୁମାର ଭୁୟାନ୍, ପ୍ରତିଷ୍ଠାତା ନୃତ୍ୟ ମଧୁରମ | ଓଡ଼ିଶୀ ନୃତ୍ୟ ଶ୍ଲୀପି ଗ୍ଲାମ ଅପ ୨୦୨୨ ସୋ ଆୟୋଜନ କରିଥିଲେ । ଗୋଟେ ପ୍ରତିଭା କୌଶଳକୁ ନେଇ ମଡେଲିଂ ବେସକୁ ନେଇ ଆୟୋଜନ କରିଥିଲେ | ଜାହାରା ଅଡିସନ୍ କଟକ, ଭୁବନେଶ୍ୱର, ସମ୍ବଲପୁର ,ଝାରସୁଗୁଡା, ରାଉରକେଲାରେ କରିଥିଲେ। ସେଥିରୁ ୪୧ ଅଂଶଗ୍ରହଣ କରି ଚୟନ ହେଇକି ଗ୍ରାଣ୍ଡ ଫାଇନାଲକୁ ଆସିଥିଲେ । ଗତ ୧୩ ନଭେମ୍ବରେ ପୁନ ଗ୍ରାଣ୍ଡ୍ ଫାଇନାଲରେ ଗୁରୁ ଶ୍ରୀ ଗୌରୀଶଙ୍କର ଦାଶ (ଓଡ଼ିଶୀ ପ୍ରଦର୍ଶକ), ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ର (ସମ୍ବଲପୁରୀ ଫ୍ୟାଶନ୍ ରା ପ୍ରତିଷ୍ଠାତା) ଜୀତ୍ ଜଗଜିତ୍ (ଫ୍ୟାଶନ୍ ଡିଜାଇନର୍ ଅଲିଉଡ୍ ଇଣ୍ଡଷ୍ଟ୍ରି ), ମଧୁ ସାଇନି (ଅଲିଉଡ୍ ଶିଳ୍ପ ସୁପର ମଡେଲ୍), ଶିବନଶ (ଅଲିଉଡ୍ ଅଭିନେତା), ମିସ୍ ସୁଶ୍ରୀ (ଅଲିଉଡ୍ ଅଭିନେତ୍ରୀ) ସାବୁ ସେଲିବ୍ରିଟି ଅସିଥାଇଲ୍, ସାରଦା ପ୍ରସାଦ ନାୟକ ଓ ସମର ମୁଦାଲି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More