ନୀଳବର୍ଣ ଶୃଗାଳ ଉପାଖ୍ୟାନ

98

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ନୀଳବର୍ଣ ଶୃଗାଳ ଯେତିକି ଦିନ ଗାଦିରେ ବସିବ ସେତିକି ତାର ଲାଭ । ଜଙ୍ଗଲ ତାର ବିଶାଳତା ହୃଦୟରେ ଆପଣେଇ ନେଉଥିବ । ଆଉ ଆମ ଭଳି ଚତୁର କୁଆ କେବଳ ରାବ ଦେଇ ଏ ଗଛରୁ ସେ ଗଛ ବୁଲୁଥିବ । ବର୍ତ୍ତମାନ ରାଜନୈତିକ ପରିପେକ୍ଷିରେ ନୀଳବର୍ଣ ଶୃଗାଳ ଉପାଖ୍ୟାନ ଅଧୁନା ଅଧିକ ପ୍ରାସଙ୍ଗିକତା ବହନ କରେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More