କେନ୍ଦୁଝର ( ସଂଘର୍ଷ ମିଡିଆ ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପରିସର ଭିତରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି. କୋଭିଡ କଟକଣା ପାଇଁ ସାଧାରଣତନ୍ତ୍ର ଦିବସକୁ ନିଡାମ୍ବରର ଭାବେ ପାଳନ କରାଯାଇଛି। ଏହି ଉତ୍ସବରେ ଘଟଗାଁ ବିଡିଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଜଣାଇଥିଲେ । ଏହି ଉତ୍ସବରେ ଘଟଗାଁ ବ୍ଲକର ସ୍ଥାନିୟ ତହସିଲଦାର ,ସମସ୍ତ ବ୍ଲକ କର୍ମଚାରି,ସାମ୍ବାଦିକ ବନ୍ଧୁଗଣ, ଶିକ୍ଷକ ଶିକ୍ଷତ୍ରି ଓ ବୃଦ୍ଦିଜିବି ମାନେ ଉପସ୍ଥିତ ରହି ନିଡାମ୍ବରର ଭାବେ ସାଧାରଣତନ୍ତ୍ର ଦିବସକୁ ପାଳିନ କରିଥିଲେ। ଘଟଗାଁ ରୁ ମନୋଜ ନାଏକ ଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।