ନିରାଡମ୍ବର ସହକାରେ ପାଳନ କରାଗଲା ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

12

Get real time updates directly on you device, subscribe now.

ଏରସମା ( ସଂଘର୍ଷ ମିଡିଆ ) : ବାଲିକୁଦା-ଏରସମା ଅଞ୍ଚଳର ମଧ୍ୟସ୍ଥଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ କରୋନା ସମ୍ପର୍କିତ ସରକାରଙ୍କ ନିର୍ଦେଶନାମାକୁ ମାନି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ପ୍ରସିଦ୍ଧ ବିଶ୍ୱଶାନ୍ତି ମହାଯଜ୍ଞ ଏ ଅଞ୍ଚଳର ଆଧ୍ୟାତ୍ମିତ ବିକାଶରେ ବିଶେଷ ପ୍ରସିଦ୍ଧି ରହିଛି ଏବଂ ଜନସାଧାରଣ ନିରାଡମ୍ବର ସହକାରେ ପାଳନ କରାଯିବ ବୋଲି ଜଣାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More