ନିଜ ଗ୍ରାମରେ ପହଂଚିଲା ହଜିଯାଇଥିବା ମିଟୁ ପାଣ୍ଡେ, ଖୁସିରେ ଆତ୍ମହରା ପରିବାର ଲୋକେ, ସ୍ୱାଗତ କଲେ ଗ୍ରାମବାସୀ

14

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ): ୧୦ ବର୍ଷ ହେଲା ନିଖୋଜ ରହିଥିବା ମିଟୁ ପାଣ୍ଡେ ଶେଷରେ ନିଜ ଘରେ ପହଂଚିଲା । ମିଟୁ ପାଣ୍ଡେକୁ ଦେଖି ଖୁସିରେ ପରିବାର ଲୋକେ ଆତ୍ମହରା ହୋଇପଡିଥିବା ବେଳେ ଗ୍ରାମବାସୀମାନେ ସ୍ୱାଗତ କରିଥିଲେ । ମାନସିକ ବିକୃତି ଥିବା ମିଟୁ ପାଣ୍ଡେ ନିଶା ସେବନ କରି ଦିନ ସାରା ବୌଦ୍ଧ ବଜାରରେ ବୁଲୁଥିବା ବେଳେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା ଠାବ କରିଥିଲେ । ଖୋଜାଖୋଜି କରି ତାଙ୍କ ପରିବାର ସହ ଯୋଗାଯୋଗ କରି ମିଟୁ ସଂପର୍କରେ ସୂଚନା ଦେଇଥିଲେ । ପରିବାର ଲୋକେ ଆସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗର ସଦସ୍ୟ ଏବଂବୌଦ୍ଧ ଜିଲା ପ୍ରଶାସନ ସହାୟତାରେ ନିଜ ଗ୍ରାମକୁ ସୁରକ୍ଷିତ ଭାବେ ଫେରିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More