ରାଉରାକ୍ଲ(ସଂଘର୍ଷ ମିଡିଆ) : – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନୁକୂଲ୍ୟରେ ତିନି ଦଫା ଦାବୀ ନେଇ ଲାଠିକଟା ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଳିତ ହୋଇ ବ୍ଲକ ସଭାପତି ରବିନାରାୟଣ ନାୟକଙ୍କ ନେତୃତ୍ୱରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହାଙ୍କୁ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିବପ୍ରସାଦ ବଳିୟାର, ସଚଳା ପଣ୍ଡା,ଲକ୍ଷ୍ମୀ ପଣ୍ଡା,ସୁନୀଲ ଲେଙ୍କା, ସନ୍ତୋଷ ପଶାୟତ, ମଦନ ପରିଡା, ମଦନ ବେହେରା, ପ୍ରିୟତମା ସାହୁ , ସୌରହରି ସାହୁ, ରଂଜିତ ଭୂଇଁଆ, ଗୋପୀନାଥ ସିଂ, ସୁନନ୍ଦ କୁଁଅଁର,ବାଉରୀ ବନ୍ଧୁ ଦଳେଇ, ଖଗେଶ୍ୱର ମଲ୍ଲିକ ., ପ୍ରଭାକର ସ୍ୱାଇଁ, ଭକ୍ତ ସ୍ୱାଇଁ, କିରନ ବାଗେ, କେଦାରନାଥ ଭୋଳ, ମିହିର ବାରିକ, ଶରତ ନନ୍ଦ, ସୁରେନ୍ଦ୍ର ଦାସ, ପୁଲିନ, ଗୀତାଞ୍ଜଳୀ ମଲ୍ଲିକ, ଶଶୀକଳା ସ୍ୱାଇଁ,ଛଚିନ୍ଦ୍ର ନାୟକ,ସହ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ସଂଗ୍ରାମ ତୀବ୍ରତର ହେବ,ଷୋହଳ ଅଗଷ୍ଟ ମଧ୍ୟରେ ସରକାର ଦାବୀ ମାନି ନିଅନ୍ତୁ ବୋଲି ଅନୁରୋଧ ଜଣାଇଛନ୍ତି, ନହେଲେ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ମାଧ୍ୟହ୍ନ୍ନ ଭୋଜନ ବନ୍ଦ ରହିବ . ବାକି ଅପ୍ରୀତିକାର ପରିସ୍ଥିତି ପାଇଁ ସରକାର ଦାଈ ରହିବେ l