ନିଆଳି ସଗଡ଼ାଇଲ ପଂଚାୟତ ସେଳଦା ଗାଁରେ ବହୁ ପୁରାତନ ଝାମୁ ଯାତ୍ରା ଅନୁଷ୍ଠିତ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନିଆଳି ସଗଡ଼ାଇଲ ପଂଚାୟତ ସେଳଦା ଗାଁରେ ବହୁ ପୁରାତନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବୁଦ୍ଧିଜୀବୀ ମାନଙ୍କ କହିବା କଥା 1971 ମସିହାରୁ ଝାମୁ ଯାତ୍ରା ହୋଇଆସୁଛି।ଅଦ୍ଭୁତ କଥା ଦେଖିବାକୁ ମିଳିଥାଏ ଗାଁ ର ଦୁଇଟି ଜାଗାରେ ନିଆଁ ଉପରେ ଝାମୁ ଚାଲିଥାନ୍ତି।ବହୁ ଅଂଚଳରୁ 10ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ।କୋଭିଡ କଟକଣା ପାଇଁ ଦୁଇ ବର୍ଷ ବିନା ଭକ୍ତରେ ପୂଜା ହୋଇଥିଲା।ଏବେ କଟକଣା କୋହଳ ଥିବାରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।ଭକ୍ତମାନେ ଯାହା ମାନସିକ କରିଥାନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏ ବୋଲି ପୂଜାରୀଙ୍କ କହିବା କଥା।କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More