କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ବ୍ଲକ ନିଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର।ପ୍ରାଙ୍ଗଣରେ 18 ବର୍ଷରୁ 44 ବର୍ଷ ପର୍ଯ୍ୟନ୍ତ 750 ଟିଡୋଜ ଟୀକାକରଣ କରାଯାଇଥିଲ।। ।କୋଭିଡ ନିୟମର ଧଜିଆ ଉଡେଇ ସାମାଜିକ ଦୂରତା ରକ୍ଷା କରିନଥିଲେ ।ଦେହକୁ ଦେହ ବାଜୁଥିଲା ।ଜନସାଧାରଣ ଟୀକା ନେଲାପରେ ତୁଳା କୁ ଏଣେ ତେଣେ ପକାଇଛନ୍ତି।ଡ଼ଷ୍ଟବିନରେ ପକାଉନାହାନ୍ତି।ଆମ ସଙ୍ଘର୍ଷ news ପ୍ରତିନିଧି ଟିକାକେନ୍ଦ୍ର ରେ ଥିବା ଦିଦି ଙ୍କୁ ପଚାରିଥିଲେ ଆଜି କେତେ ଡୋଜ ଦେବାର ବ୍ୟବସ୍ଥା କରାଯାଇଛି ଉତ୍ତରରେ କେବଳ 750 ଡୋଜ ଦେବାର ବ୍ୟବସ୍ଥା ଅଛି ବୋଲି କହିଥିଲେ।।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସ:ଙ୍କ ରିପୋର୍ଟ ।