ନା ଅଛି ଆବାସ ଯୋଜନା ନା ବିଜୁ କୁଡିଆ ଯୋଜନା

32

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ କୁଡିଆ ଯୋଜନା ମିଳିଥିବା ବେଳେ ଏହି ପରିବାର ବଞ୍ଚିତ। କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ନାହାଲପୁର ପଂଚାୟତ ଗୁଣାଦୋଳ ଗ୍ରାମର ୯ ନମ୍ବର ୱାର୍ଡର ସୁକାନ୍ତ କୁମାର ବେହେରା ଅତି ଗରିବ ପରିବାରର। ୨ପୁଅ ଗୋଟେ ଝିଅକୁ ନେଇ ୬ଜଣ ପରିବାର। ଘର କହିଲେ ୨ ବଖରା ଛୋଟିଆ ଛୋଟିଆ ଚାଳ ଘର ଗତ ୨ବର୍ଷ ହେଲା ଛପର କରିପାରି ନାହାନ୍ତି। ଘରେ ପାଣି ପଶିଆସୁଛି। କାନ୍ଥ ପାଣିରେ ଓଦା ହୋଇ ଭେଦିଯାଉଛି। କେଉଁ ମୁହୂର୍ତ୍ତରେ ତାହା ଗଳି ପଡିବ କହି ହେବନି। ଲୋକଙ୍କ ଠାରୁ ମାଗୁଣି କରି ଜରି ପାଲଟିଏ ଆଣି ଚାଳରେ ପକାଇଛନ୍ତି। ସରକାରଙ୍କୁ ପରିବାର ତରଫରୁ ଅନୁରୋଧ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇବା ପାଇଁ । କ୍ୟାମେରା ମ୍ୟାନ ରାଜକିଶୋର ଓ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More