ନାମସଂକିର୍ତନ ଅନୁଷ୍ଠିତ

29

Get real time updates directly on you device, subscribe now.

ଭୁବନେଶ୍ଵର(ସଂଘର୍ଷ ମିଡିଆ ) : ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ଦାଣ୍ଡଯାତ୍ରା ଆନୁକୁଲ୍ୟରେ ମା କୋଚଳାଇ ପୀଠରେ ଭକ୍ତ ତପନ କୁମାର ଓଝାଙ୍କ ଦ୍ଵାରା ମହାପୁରୁଷ ଅଚ୍ୟୁତଙ୍କ ନିର୍ଦ୍ଦେଶନାରେ ଆଜିକୁ 15 ବର୍ଷ ହେଲା ନାମସଂକିର୍ତନ ସହିତ ନିଳଧବଲ ଅଣାକାର ବାନା ଉତୋଳନ ସହିତ ରାହାସ ପରିବେଷଣ କରାଯାଊଛି । ଅଣାକର ବାନା ଉତଳନ କରିବାର ଉଦେଶ ବାବା ତପନ କୁମାର ଓଝା କୁହନ୍ତି ଦେଶ ରାଜ୍ୟ କିଭଳି ଏ ନାମ ମାଧ୍ୟମରେ ଜଗତରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ କଲୀଦୁର ହୋଇ ପାରିବ ,ସମସ୍ତେ ସତ୍ୟ ,ଶାନ୍ତି, ଦୟ, କ୍ଷମା ରେ ରୁହନ୍ତୁ ତାହେଲେ ସମସ୍ତଙ୍କ ମଙ୍ଗଳ ହେବ ଏହି କଳିଯୁଗରେ ପ୍ରଭୁଙ୍କୁ ପାଇବାର ଏକମାତ୍ର ବାଟ ନାମ ତେଣୁ ବାବା ତପନ କୁମାର ଓଝା କୁହନ୍ତି , ନାମର ସମାନ ନୁହନ୍ତି ହରି ।ତେଣୁ ହେ କଳିଗ୍ରସ୍ତମାନବ ପାରି ହେବା ପାଇଁ କେବଳ ନାମ ହିଁ ସାର । ଏ ସବୁ ଦିବ୍ୟ କଥା ମାନ କହି ମା କୋଚାଲାଇ ପୀଠରେ ନିଳାଧବଳ ଅଣାକାର ବାନା ଉଡ଼ାଇ ଥିଲେ । ଏଇ ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More