ନାମନଗଡ଼ ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନାମନଗଡ଼ ପଞ୍ଚାୟତବାସୀ

19

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ଅଧିବାସୀମାନେ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତା ସମସ୍ୟା ନେଇ ପଞ୍ଚାୟତ ଅଧିବାସୀମାନେ ଗଣମାଧ୍ୟମକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଥିବା ସୂଚନା ଦେଇଛନ୍ତି ଯେ ପାରଳାଖେମୁଣ୍ଡି ଠାରୁ ନାମନଗଡ଼ ମୁଖ୍ୟ ରାସ୍ତା ଖାଲଖମା ହୋଇଯାଇଛି।ଦୀର୍ଘ 10 ବର୍ଷ ହେଲା ଗନାଗମାନ କରୁଛୁ । ହେଲେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଥିବାରୁ ଯିବା ଆସିବାରେ ବହୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ପଞ୍ଚାୟତ ମୁଖ୍ୟ ରାସ୍ତାକୁ ଯଥାଶୀଘ୍ର ମରାମତି କରିବା ସକାଶେ ପଞ୍ଚାୟତ ଅଧିବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟା ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ର୍ପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More