ନାବାଳିକା ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

12

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଖୁଟୁ ବାଇ ଗ୍ରାମରେ ଘଟିଛି ଏପରି ଅଘଟଣ l ଉକ୍ତ ଗ୍ରାମର ଦୀନବନ୍ଧୁ ଭତ୍ରା(୨୩)ସେହି ଗ୍ରାମର ଜନୈକା ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ତା  ୧୫୵୦୬୵୨୦୨୩ ରେ ସମସ୍ତ ପ୍ରକାର ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଛି l ଡାବୁଗାଁ ଥାନାରେ ମାମଲା ନମ୍ବର ୧୧୬୵୨୦୨୩ ରେ ରୁଜୁ କରାଯାଇ ଥିବା ବେଳେ ତଦନ୍ତ ଅଧିକାରୀ ସହ ନିରୀକ୍ଷକ ଚନ୍ଦନ ସାହୁ ଉକ୍ତ ମାମଲାରେ ତଦନ୍ତ ଜାରୀ ରଖିଥିବା ଥାନା ସୂତ୍ରରୁ ପ୍ରକାଶ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More