ନାବାଳକ ଗାଡି ଚଳାଇବା ପଡିଲା ମହଙ୍ଗା , ଗଣିଲେ ତଣ୍ଡ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବାମଦେବ ନନ୍ଦା IIC ପେଣ୍ଟାକାଟା ସାମୁଦ୍ରିକ ps ଓ RTO ଷ୍ଟାଫ୍ ସହିତ ମିଳିତ ଗାଡି ଯାଞ୍ଚ ସମୟରେ ଦୁଇଜଣ ନାବାଳକ ଆରୋହୀଙ୍କୁ ମିଳିଥିଲା । ଗାଡି ଜବତ କରାଯାଇ 2800/and25500/ penalty କରାଯାଇଛି । ଆରଟିଓ ପୁରୀ ତରଫରୁ ସମସ୍ତ ନାଗରିକକୁ ଅନୁରୋଧ କରିଛନ୍ତି ନାବାଳକଙ୍କୁ ଗାଡି ଚଳାଇବାକୁ ଦିଅନ୍ତୁ ନାହିଁ ଏବଂ ଜୀବନ ଓ ଧନ ସମ୍ପତ୍ତି ହାନିରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More