ନରସିଂହପୁର ମିଶନଶକ୍ତି କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମର ଚଢ଼ାଉ

14

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ନରସିଂହପୁର ମିଶନ ଶକ୍ତି କାର୍ଯ୍ୟାଳୟ ରେ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ । ଟଙ୍କା ହେରେଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି , ନରସିଂହପୁର ପାଇକ ପଡ଼ାପାଟଣାସ୍ଥିତ ମା ପ୍ରଗଳା ମହାସଂଘରେ 55 ଲକ୍ଷ୍ୟ 30ହଜାର ଟଙ୍କା ହୋଇଛି ହେରେଫେର ବୋଲି ଭିଜିଲାନ୍ସ ସୂତ୍ରରୁ ଜଣା ପଡିଛି । ମହାସଂଘର କିଛି କାଗଜ ପତ୍ର, ଲାପଟପ 5ଟି ଟାବଲେଟ ଆଦି ମିଶନ ଶକ୍ତି କାର୍ଯ୍ୟଳୟ ରୁ ଜବତ କରିଛି ଭିଜିଲାନ୍ସ । ମହାସଂଘର MBK, CRPଙ୍କ ସମେତ କିଛି ସଭ୍ୟାଙ୍କୁ ଡକାଯାଇ ଭିଜିଲାନ୍ସର ତଦନ୍ତକାରୀ ଦଳ ପଚାର ଉଚୁରା କରିଛନ୍ତି । 19ଜୁଲାଇ 2022 ତାରିଖରେ ପୁଣି ଭିଜିଲାନ୍ସ ଟିମ ମିଶନ ଶକ୍ତି କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା।ତେବେ ଯାହା ଜଣା ପଡୁଛି ଯିଏ ପଇସା ନେଇ ସୁଝିଛି ତାଙ୍କ ନାମରେ ହଜାର ହଜାର ଟଙ୍କା ବାହାରୁଥିବା ବେଳେ ଯେଉଁ ମାନେ କିଛି ଟଙ୍କା ନେଇ ନାହାନ୍ତି ତାଙ୍କ ନାମରେ ଟଙ୍କା ବାହାରୁ ଥିବାର ଜଣା ପଡ଼ିଛି ।ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More