ନରସିଂହପୁର ତହସିଲ କୂଅରୁ ବାରହା ଉଦ୍ଧାର

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ସକାଳୁ ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଏକ ପରିତକ୍ତ କୂଅରୁ ମାଇ ବାରହାକୁ ବନ ବିଭାଗ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି। ବେଳେ ବିଳମ୍ବିତ ରାତ୍ରି ରେ ତହସିଲ ପାଖ ଅଞ୍ଚଳରେ ଏହି ବାରହା ଟି ବୁଲୁଥିବା ବେଳେ ପରିତ୍ୟକ୍ତ କୂଅରେ କୌଣସି ଉପର ଢ଼ାଙ୍କୁଣୀ ନଥିବାରୁ କୂଅରେ ବାରହା ଟି ପଡି ଯାଇଥିଲା। ତେବେ ସକାଳୁ ଖବର ପାଇ ପୂର୍ଵ ବନ ବିଭାଗ ଓ ଦମକଳ ବାହିନୀ ଖବର ପାଇ ପରିତ୍ୟକ୍ତ କୂଅରୁ ବାରହା କୁ ଉଦ୍ଧାର କରି ଜଙ୍ଗଲ ରେ ଛାଡି ଦିଆଯାଇଛି ବୋଲି ବନ ରେଞ୍ଜର ପ୍ରଫ୍ଫୁଲ ଦେହୁରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More