ନରସିଂହପୁର ତହସିଲରେ ପୁଣି ୨ କାରୋନା ପଜେଟିଭି ଚିହ୍ନଟ

11

Get real time updates directly on you device, subscribe now.

ନରସିଂହପୁର ( ସଂଘର୍ଷ ମିଡିଆ ) : ନରସିଂହପୁର ବ୍ଲକରେ ଆଜି ଦୀର୍ଘ ଦିନ ପରେ ଦୁଇ ଜଣ କାରୋନା ପଜେଟିଭି ବାହାରିବା ପରେ ତାଙ୍କୁ କଟକ କୋଭିଡ଼ି ହସ୍ପିଟାଲକୁ ପଠାଇ ଦିଆଯାଇଛି । ମାତ୍ର ଆଜି ଦିନ ବାରଟା ସମୟରେ ତହସିଲି ଉପରେ ଏକ ଜରୁରୀ ମିଟିଂ ବସିଥିବାର ଦେଖାଦେଇଥିଲା ଯେହେତୁ ସରପଞ୍ଚ ମାନଙ୍କୁ ରାଜ୍ୟ ସରକାର ଜିଲ୍ଲା ପାଳ କ୍ଷମତା ଦେଇଛନ୍ତି ତାଙ୍କର କୌଣସି କ୍ଷମତା ନଥିଲାଭଳି ମାନେକରାଯାଉଛି ।ସେପଟେ ତହସିଲିଦାର ସୂଚନା ଦେଇଛନ୍ତି ଆଜି ବାରଟା ତିରିଶି ମିନିଟିରୁ ପାଇକପଡାପାଟଣା ଓ ନିଜିଗଡ ଦୁଇ ଗୋଟି ପଞ୍ଚାୟତକୁ ସଟଡାଉନୁ ଘୋଷଣା କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ତାହା ଜନସାଧାରଣଙ୍କୁ ଜଣାଇ ଦିଆଯାଇନାହିଁ ।ଜନସାଧାରଣମାନେ ବର୍ତ୍ତମାନ ଏହାକୁ କିଛି ନ ଜାଣିପାରି ଗହଳି କରି ପ୍ରତି ଦୋକାନରେ ଭିଡ ଜମାଇବାରେ ବ୍ୟସ୍ତ ଥିବାରୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ନରସିଂହପୁର ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More