ଜଗତସିଂହପୁର (ସଂଘର୍ଷ ମିଡିଆ ) : ଦୁଷ୍ମନ୍ତ ଦାସ ପିତା-ଦାସରଥି ଦାସ, ସା/ପୋ-ପକଂପାଳ , ଥାନା-କୁଜଗଂ,ଜିଲା-ଜଗତସିଂହପୁର , ଗତ ୨୨ମାର୍ଚ୨୦୨୦ରେ ମୋର ସଡ଼କ ଦୁର୍ଘଟଣା ହୋଇଥିଲା ବାମ ଗୋଡରେ ଗଭୀର କ୍ଷତ ହୋଇଥିଲା ଯାହାର ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ଯାଇଥିଲି ପ୍ଲାଷ୍ଟିକ ସର୍ଜରୀ ଡାକ୍ତରକଂ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ୨୩ମାର୍ଚ୨୦୨୦ରେ କରିଲେ ଆଡ଼ମିଶନ ହୋଇ ରହିଲି ଦିତୀୟ ଅପରେସନ କରିଲେ ୧୯ଜୁନ୨୦୨୦ରେ ଏବଂ ୧୫ଜୁଲାଇ୨୦୨୦ ଘରକୁ ପଠାଇ ଦେଲେ କହିଲେ କରୋନା ସମୟ ଚାଲିଛି ପରେ ଆସିବ ଯେଉଁ ସମୟରେ ମୁଁ ଅସୁସ୍ଥ ଥିଲି ପର ମୁହୁର୍ତ ରେ SCBକୁ ଆଡ଼ମିଶନ ନକରାଇ ତାରିଖ ପରେ ତାରିଖ ଗଡ଼ାଇ ଚାଲିଲେ ଦେହ ଅସୁସ୍ଥ ହେବାରୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ୨୪/୧୧/୨୦୨୦ରେ ଘରୁ ମତେ ନେଇ ଆଡ଼ମିଶନ କରାଇ ଜିଲା ପ୍ରସାଶନ ତାର କାର୍ଯ୍ୟ ସାରିଦେଲା । SCB Orthopedic ଡକ୍ଟର ପରୋକ୍ଷ ଭାବରେ ନିଜର ଡିପାଟମେଣ୍ଟ ଭୁଲ୍ ଅପରେସନ ଏବଂ ଅବହେଳା କରିଛି ମାନିଲେ ଏବଂ କହିଲେ ଏହାର ଚିକିତ୍ସା SCB ରେ ସମ୍ଭବ ନୁହେଁ ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ ଆମେ SCB ସୁପରଟେଣ୍ଡକୁ ଲିଖିତ ଅଭିଯୋଗ କରିଲୁ ସେ ଅଭିଯୋଗ ଗ୍ରହଣ କରିଲେ ନାହିଁ କହିଲେ ପୂର୍ବରୁ ଚିକିତ୍ସା କରାଉଥିବା ଡାକ୍ତର କିମ୍ବା ବର୍ତ୍ତମାନ ଚିକିତ୍ସା କରାଉଥିବା ଡାକ୍ତର (ମୋହର) ଦସ୍ତଖତ ଦେଲେ ।ଆମେ ଉଚ୍ଚ ସ୍ତରୀୟ ବୈଠକ ବସାଇ ତୁମର ଉନ୍ନତ ଚିକିତ୍ସା ଯୋଗାଇ ଦେବୁ । orthopedic DR ଦସ୍ତଖତ ଦେବାକୁ ମନା କରିଦେଲେ କହିଲେ ଆମେ ଅବହେଳା କି ଅପରେସନ କରିନୁ ଯେଉଁ ପ୍ଲାଷ୍ଟିକ ସର୍ଜରୀ ଡାକ୍ତର କରିଛି ତାଂକୁ କୁହ, ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ଦେଖିଲେ ଲୁଚୁଛନ୍ତି । ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରିଲେ ବିଜୁ କୃଷକ କଲ୍ୟାଣ କାର୍ଡ ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ ରେ ଚିକିତ୍ସା ହେଇପାରିବ । ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ୨/୨/୨୦୨୧ ରେ SCB medicalରୁ ଆସି ପ୍ରାଇଭେଟ ହସ୍ପିଟାଲ ରେ ଆଡ଼ମିଶନ ହେଲି କିନ୍ତୁ ଗୋଡ଼ ଭଲ ହେବା ପାଇଁ ୩/୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବିଜୁ କୃଷକ କଲ୍ୟାଣ କାର୍ଡ ରେ ସରକାର ଟଂକା ଦେବେ ନାହିଁ ଆପଣ ଲିଖିତ ଆଣନ୍ତୁ ସ୍ବାସ୍ଥ୍ୟ ବିଭାଗ ଚିଠି (ଲିଖିତ) ଦେଲେ ନାହିଁ ଭୁବନେଶ୍ଵର ରେ ଦୁଇଟି ହସ୍ପିଟାଲ ସମାନ କଥା କହିଲେ । ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଲିଖିତ ଦେବାକୁ ମନାକଲେ । ବାଧ୍ୟହୋଇ ନବୀନ ନିବାସ ଗଲି ସେଠାରେ ଅଭିଯୋଗ କରିବାରୁ ପୂନର୍ବାର SCB medicalକୁ ପଠାଇଲେ କହିଲେ SCBରେ ସବୁ ହୋଇପାରିବ CM officeରୁ ଫୋନ ଯାଇଛି ଗୋଡ଼ ଠିକ୍ କରିଦେବେ ୧୪/୪/୨୦୨୧ରେ ପଠାଇଲେ ଡାକ୍ତର ମନା କରିଲେ ଏଠାରେ ଗୋଡ଼ ଭଲ ହେବ ନାହିଁ ପୁନର୍ବାର ଗଲି କହିଲି ମୋତେ ଲିଖିତ ଦିଅନ୍ତୁ କିମ୍ବା SCBକୁ ଚିଠି କରନ୍ତୁ ସେ ମଧ୍ୟ ଲିଖିତ ନଦେଈ ପୁଣି SCB medicalକୁ ପଠାଈ ଦେଲେ । SCB କହୁଛି ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ କିନ୍ତୁ ସରକାର କଂର କୌଣସି ଅଧିକାରୀ ଲିଖିତ (ଚିଠି) ଦେଉନାହାଁନ୍ତି ।ସରକାରକଂ ତରଫରୁ କୌଣସି ସହାୟତା ପାଇଁ ପାରି ନାହିଁ । ଜିଲାପାଳ ୫୦୦୦ ଟକାଂ ଦେଇଛନ୍ତି । ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ମୁଁ ଆଉ ମୋ ପରିବାର ଆତ୍ମହୁତି ଦେବୁ ଆଉ ଆମ ପାଖରେ କୌଣସି ଉପାୟ ନାହିଁ ।