ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ନବରଙ୍ଗପୁର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ତରଫରୁ ଆଜି ତା୨୩ ତାରିଖରେ କୋଭିଡ୍ ଟିକାକରଣ କାର୍ଜ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଉକ୍ତ କାର୍ଜ୍ୟକ୍ରମକୁ ଜିଲ୍ଲା ଚିକିତ୍ସାଳୟ ତରଫରୁ ଏ ଏନ୍ ଏମ୍ ଶ୍ରୀମତୀ ମନସ୍ଵନୀ ଗଉଡ ଓ ଡିଇଓ ଏନ୍ ଜ୍ୟୋତି ଆୟୋଜନ କରିଥିଲେ।ଟିକାକରଣ ପୁର୍ବରୁ ଏକ ସଚେତନ ସଭା ଅଧକ୍ଷା ଶ୍ରୀମତୀ ମାଲେସ୍ଵରୀ ସାହୁଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଟୀକାକରଣ ଉପକାରୀତା ଉପରେ ବ୍ୟାପକ ବୁଝାଇ ସାରିବା ପରେ ଟିକାକରଣ କାର୍ଜ୍ୟକ୍ରମ ରେ ସହଯୋଗ କରି ମହାବିଦ୍ୟଳୟର ଅନ୍ୟୁନ୍ନ ୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ମାନଙ୍କୁ ଶାନ୍ତି ଶୃଙ୍ଖଳାରେ ଟିକାକରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More