ନବରଙ୍ଗପୁର ପ୍ରଜାପିତା ଇଶ୍ୱରୀୟ ବିଶ୍ବବିଦ୍ୟାଳୟରେ ଚିନ୍ତନ ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ନବରଙ୍ଗପୁର ପ୍ରଜାପିତା ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପରିସରରେ ବ୍ରହ୍ମ କୁମାରୀ ଶିବିରରେ ଚିନ୍ତନ ଶିବିର୍ ଅନୁଷ୍ଠିତ ହୋଇଯାଇଛି । ମଚଂ ସଞ୍ଚାଳିକା ଥିଲେ ବ୍ରହ୍ମ କୁମାରୀ ସଂଘମିତ୍ରା ସୁଦୃଢ ମଧ୍ୟପ୍ରଦେଶର ଇଦଂର କନ୍ଯା ଛାତ୍ରାବାସ ଶାନ୍ତି ନିକେତନ ଠାରେ ଦୀର୍ଘ ୨୫ ବର୍ଷ ବ୍ରହ୍ମ କୁମାରୀ ଭାବେ ରହି ଆଶ୍ରମର ପ୍ରଚାରିକା ଭାବେ ଭାରତ ଓ ବିଦେଶରେ ପରିଚିତା। ତାହା ସହିତ ସେହି ଆଶ୍ରମକୁ ୧୫୦ଟି ଝିଅ ପାଠ ପଢିବା ସହ ବୌଦ୍ଧିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଥାଏ । ଏହି ସବୁ ଉପରେ ଶିବିରରେ ଆଲୋଚନାଚକ୍ର ସପ୍ତାହ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଈସ୍କନ ମଦିଁର ଗସ୍ତରେ ଆସିଥିବା ଇଦଂନେସିଆ ବାଲିରୁ ଈସ୍କନ ମୁଖ୍ଯ ମଧ୍ଯ ଏହି ଶିବିରରେ ଯୋଗଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ନବରଙ୍ଗପୁର ଓଁ ଶାନ୍ତି ବିଶ୍ବବିଦ୍ୟାଳୟର ମୁଖ୍ଯ ବ୍ରହ୍ମ କୁମାରୀ ନୀଲମ ଦିଦି, ବ୍ରହ୍ମକୁମାରଈ ନମିତା ଦିଦି ଏବଂ ଆଶ୍ରମ ର ସମସ୍ତ ବ୍ରହ୍ମ କୁମାର ଓ କୁମାରୀ ସହଯୋଗ କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More