ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ଵାରା ସମ୍ବାଦପତ୍ର ହକର ମାନଙ୍କୁ ପରିଚୟ ପତ୍ର ବଣ୍ଟନ

29

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଥିବା ମିଶନ୍ ଶକ୍ତି ଗୃହରେ ଆଜି ସକାଳ ୯ ଘଣ୍ଟା ୩୦ମିନିଟ୍ ସମୟରେ ନବରଙ୍ଗପୁର ଲୋକ ପ୍ରିୟ ଜିଲ୍ଲାପାଳ ଡ.ଅଜିତ୍ କୁମାର ମିଶ୍ର ଙ୍କ ଦ୍ଵାରା ଜିଲ୍ଲାର ୧୦ ଗୋଟି ବ୍ଲକରୁ ଆସି ଥିବା ୧୩୨ଜଣ ସମ୍ବାଦ ପତ୍ର ବଣ୍ଟନକାରି ହକର୍ ମାନଙ୍କୁ ପରିଚୟ ପତ୍ରର ବଣ୍ଟନ କରା ଜାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରି ହଳଧର ନିହାଲ୍,ସହକାରି ଶ୍ରମ ଅଧିକାରି ଗୋପାଳ କ୍ରିଷ୍ନ୍ ମଙ୍ଗରାଜ୍,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଜ୍ୟାଳୟ କର୍ମଚାରି ରାଜେନ୍ଦ୍ର ମାଝି ପ୍ରମୁଖ ଙ୍କ ଉପସ୍ତିତି ରେ ସମସ୍ତ ସମ୍ବାଦପତ୍ର୍ ବଣ୍ଟନକାରି ହକର୍ ମାନଙ୍କୁ ବଣ୍ଟନ କରାଜାଇ ଥିଲା।ସମସ୍ତେ ସରକାରି ସହୟତା କିପରି ପାଇ ପାରିବେ,ସେଥି ନିମନ୍ତେ ପ୍ରଶାସନ ଅଧିକାରି ମାନେ ସହଜୋଗ କରିବେ ବୋଲି ନିଜ ନିଜର ମତ ବ୍ୟକ୍ତ କରି ଥିଲେ। ଜିଲ୍ଲାର ଜିଲ୍ଲା ପ୍ରତିନିଧି ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ତିତ ରହି ସହଜୋଗ କରି ଥିଲେ। ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More