ନବରଙ୍ଗପୁର ଗାନ୍ଧିଜୀଙ୍କ ମୂର୍ତ୍ତି ନିକଟରେ ଧାରଣା ଦେଲେ ଅଲ ଓଡିଶା ଇ.ପି.ଏଫ ପେନସନସ ଆସୋସିଏସନ

37

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ନବରଙ୍ଗପୁର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ୪ ଦଫା ଦାବି l 1.ସର୍ବନିମ୍ନ ମାସିକ ପେନସନ ୯000/- ଟଙ୍କାକୁ ବୃତ୍ତି ପେନସନ ସହ ମହଙ୍ଗା ଭତ୍ତା ପ୍ରଦାନ l ବିନା ହରକତରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ଦେବା l ସମସ୍ତ ଇ ପି ଏଫ ପେନସନ ଭୋଗି ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ଦାବୀରେ ନବରଙ୍ଗପୁର ଶାଖା ଅଲ ଓଡିଶା ଇ.ପି.ଏଫ ପେନସନର୍ସ ଆସୋସିଏସନ ତରଫରୁ ଧାରଣା ଦେଇଥିଲେ ! ଏହି ଧାରଣା ରେ ଜିଲ୍ଲା ସଭାପତି ଇଶ୍ଵର ରାଉତ,ସମ୍ପାଦକ ଲଛମନ ପାଇକ,ସଭ୍ୟ ମନୋଜ କୁମାର କୋରାଟୀ,ବାସୁଦେବ ପାଇକ,ଶ୍ୟାମ ମାଳି,ରମେଶ ଚନ୍ଦ୍ର ଦାସ,ମୁକ୍ତା ସୌରା,ଶିବ ପ୍ରସାଦ ପଟନାୟକ,ଚନ୍ଦ୍ର ମାଳି,ଡମ୍ୱରୁ ମାଝୀ,ଦୁଲ ଭତରା,ଭୁବନେଶ୍ୱର ମାଳି ଏବଂ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More