ନବରଙ୍ଗପୁରରେ ୬୩ତମ ପୋଲିସ ଶହୀଦ ଦିବସ ପାଳିତ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ0 : – ଆଜି ନବରଙ୍ଗପୁର ଠାରେ ପୋଲିସ ବିଭାଗ ଦ୍ୱାରା 63 ତମ ପୋଲିସ ଶହିଦ ଦିବସ ପାଳନ କରାଯାଇଛି ।ମୁଖ୍ୟ ଅତିଥି ନବରଙ୍ଗପୁର ଏସପି ସୁଶ୍ରୀ ଯୋଗଦେଇଥିଲେ ।1959 ମସିହାରେ ଯେଉଁ ସିଆରପିଏଫ ଯବାନ ମାନେ ଚୀନ ଦେଶର ଆକ୍ରମଣରେ ସହିଦ ହୋଇଥିଲେ, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସହିଦ ଦିବସ ପାଳନ କରାଯାଇଛି । ପୁଣି ଦେଶରେ ,ରାଜ୍ୟରେ ଓ ନବରଙ୍ଗପୁର ଜିଲ୍ଲାରେ ଯେଉଁ ଯବାନ ମାନେ ସହିଦ ହୋଇଥିଲେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସହିଦ ଦିବସ ପାଳନ କରାଯାଇଛି ।ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ସହିଦ ମାନଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦିଆଯିବ ବୋଲି ନବରଙ୍ଗପୁର ଏସପି କହିଛନ୍ତି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ସଙ୍ଘର୍ଷ୍ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More