ନବଯୌବନ ଦର୍ଶନରେ ମାତ୍ର ୨ ଘଣ୍ଟା ଦର୍ଶନ କରିବେ ଭକ୍ତ

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନବଯୌବନ ଦର୍ଶନରେ ମାତ୍ର ୨ ଘଣ୍ଟା ଦର୍ଶନ କରିବେ ଭକ୍ତ l 8ଟାରୁ 9ଟା ପରିମାଣିକ ବ୍ୟବସ୍ତା କରାଯାଇଥିବାବେଳେ ୯ଟାରୁ ୧୧ଟା ସର୍ବସାଧାରଣ ଦର୍ଶନ ବ୍ୟବସ୍ତା କରାଯାଇଛି l ପରିମାଣିକ ଟିକେଟର ମୂଲ୍ୟ ୧୦୦୦ଟଙ୍କା ରହିଥିବାବେଳେ ସର୍ବ ମୋଟ ୭୦୦୦ ଟିକେଟ କରାଯାଇଛି l ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଇତାପତି ନିଯୋଗ ର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More