ନବଜାତ ଶିଶୁକନ୍ୟାର ମୃତ ଦେହ କାଳିମନ୍ଦୀର ଗୋବରୀ କଡରୁ ଉଦ୍ଧାର

18

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) -: କେନ୍ଦ୍ରାପଡ଼ା ସହର ଉପକଣ୍ଠ କାଳୀମନ୍ଦିର ଗୋବରୀ ନଦୀ କୂଳରେ ଏକ ନବଜାତ ଶିଶୁ କନ୍ୟା ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । କିଛି ଲୋକ ନଦୀ କୂଳକୁ ନିତ୍ୟକର୍ମ ସାରିବାକୁ ଯାଇଥିବା ବେଳେ ମୃତ ଶିଶୁଟି ପଡିଥିବାର ଦେଖିବାକୁ ପାଇ ହୋ ହାଲା କରିବା ପରେ ଲୋକେ ଜମା ହୋଇ ଯାଇଥିଲେ. । ଏହାପରେ ତୁରନ୍ତ ଟାଉନ ଥାନାକୁ ଖବର ଦେଇଥିବାର ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More