ନଦୀରେ ଭାସିଯାଇ ୨ କାଉଡିଆ ମୃତ

13

Get real time updates directly on you device, subscribe now.

ସିମୁଳିଆ(ସଂଘର୍ଷ ମିଡିଆ) : – ଗତକାଲି ସିମୁଳିଆ ବରଦା ଅଞ୍ଚଳରେ ସାଳନ୍ଦୀ ନଦୀରୁ ପାଣି ଉଠେଇବା ସମୟରେ ୨ କାଉଡିଆ ନଦୀରେ ଭାସିଯିବା ଘଟଣାରେ ଗତକାଲି ଠାରୁ ଓଡ୍ରା ଟୀମ ଓ ଅଗ୍ନିଶମ କର୍ମଚାରୀ ଦୀର୍ଘ ୨୨ ଘଣ୍ଟା ଧରି ଖୋଜାଖୋଜି ପରେ ଆଜି ଶେଷରେ ୨ କାଉଡିଆଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ । ଏହି ୨ ମୃତ କାଉଡିଆ ହେଲେ ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ବୋଲି ଜଣାପଡିଛି । ଏହି ୨ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠା ଯାଇଛି । ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More