ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

13

Get real time updates directly on you device, subscribe now.

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଏଜି ଛକ ପାଖରେ ଥିବା କାଳୀମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ ମୂଲ୍ୟବାନ ଅଳଙ୍କାର ଓ ଟଙ୍କା ପଇସା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ପ୍ରାପ୍ତ ସୂଚନା ଅନୁସାରେ, ଭୁବନେଶ୍ୱରର ଏଜି ଛକ ପାଖରେ ଥିବା କାଳୀମନ୍ଦିରରେ ଚୋରମାନେ ପଶି ନକଲି ଚାବି ଦ୍ୱାରା ଆଲମାରି ଖୋଲି ମାଆଙ୍କ ଗହଣା ଓ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More