ନଈ ପାଣିରେ ଭାସି ଗଲେ ନାବାଳକ

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଉରିଆ ବାଙ୍କ ଠାରେ ଗେଙ୍କୁଟି ନଦୀରେ ଜଣେ ନାବାଳକ ଭାସି ଯାଇ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଭଉଋୟା ବାଙ୍କ ଗ୍ରାମର ନବ କିଶୋର ସେଠୀଙ୍କ ଜ୍ବାଇଁଙ୍କ ମୃତ୍ୟୁ ପରେ ତାଙ୍କ ନାତି ରାହୁଲ ସେଠୀଙ୍କୁ ପାଠ ପଢେଇବା ପାଇଁ ନେଇଆସିଥିଲେ । ରାହୁଲ ଅଜାଙ୍କ ପାଖରେ ରହି ଏକ ମେଧାବୀ ଛାତ୍ର ପରି ପାଠ ପଢୁଥିଲେ।। ହଠାତ ଆଜି ମଧ୍ୟାହ୍ନ ସମୟରେ ଗାଧୋଇବାକୁ ନଦୀ ପାଖକୁ ଯାଇଥିଲେ।। ଦୁର୍ଭାଗ୍ୟ ବଶତଃ ଗୋଡ଼ ଖସି ଯିବାରୁ ଗେଗୁଟୀ ନଦୀ ଭିତରକୁ ପଡ଼ିଯାଇଥିଲେ । ଏହା ଦେଖି ଗ୍ରାବାସୀମାନେ ଓଡରାଫ ଟିମ୍ କୁ ଜଣେଇବା ସହିତ ଖୋଜା ଖୋଜି କରିଥିଲେ।।। କିନ୍ତୁ ନଦୀରେ ସ୍ରୋତ ଥିବାରୁ କିଛି ସନ୍ଧାନ ମିଳିପାରିନାହିଁ । ଜ୍ବାଇଁଙ୍କ ମୃତ୍ୟୁ ପରେ ବ୍ରଜ କିଶୋରଙ୍କ ଝିଅଙ୍କର ଏକ ମାତ୍ର ସାହାରା ଏକ ମାତ୍ର ପୁଅ ଥିଲେ ରାହୁଲ । ଓଡ୍ରାଫ ଟିମ୍ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ପିଲାକୁ ପାଇ ନଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More