ଦ୍ଵୈତ ନଗରୀରେ ଗଡ଼ିବ ଗାଡ଼ି; ଭଡ଼ା ଦିଗୁଣା

12

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଗ୍ରୀନ୍ ଜୋନରେ ଗଡ଼ିବ ଗାଡ଼ି, ତେବେ ଏଥିପାଇଁ ରହିଛି କିଛି ସର୍ତ । ଗାଡ଼ିରେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି କରାଯିବ ଓ ମଞ୍ଜୁର ଯାତ୍ରୀ ସଂଖ୍ୟାର ଅଧା ଯାତ୍ରୀଙ୍କୁ ନେଇ ବସ୍ ଯାତାୟତ କରିବ । ଫଳରେ ଯାତ୍ରୀମାନଙ୍କୁ ଧାର୍ଯ୍ୟ ଭଡ଼ାର ଦୁଇଗୁଣ ଭଡ଼ା ଦେବାକୁ ପଡ଼ିବ । ଏପରି ଏକ ବିଷୟ ନେଇ ସରକାରୀସ୍ତରରେ ଚାଲିଛି ବିଚାରବିମର୍ଷ । ଏ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More