ଦେଶରେ ୨୪ ଘଣ୍ଟାରେ ୬୧ ହଜାର କରୋନା ସଂକ୍ରମିତ, ୯୩୩ ମୃତ

14

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ ଏବେ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହିଛି। ଦେଶରେ ଆଜି ଏହି ସଂଖ୍ୟା ୬୧ ହଜାର ୫୩୭ ରହିଛି। ଫଳରେ ଏବେ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୦ ଲକ୍ଷ ୮୮ ହଜାର ୬୧୧କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୯୩୩ ରୋଗୀ ପ୍ରାଣ ହରାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More