ଦେବୀ ନଦୀରେ କୁମ୍ଭୀର ଆତଙ୍କ

33

Get real time updates directly on you device, subscribe now.

କଟକ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଦେବୀ ନଦୀରେ କୁମ୍ଭୀର ଆତଙ୍କ। ଗୋବିନ୍ଦପୁର ମଜୁରାଇ ଠାରେ ଲୋକେ କୁମ୍ଭୀରକୁ ଦେଖି ଆତଙ୍କିତ ଓ ଭୟବିତ ଅବସ୍ଥାରେ କାଳିତପାତ କରୁଛନ୍ତି । ଲୋକେ ନଦୀକୁ ଗାଧୋଇବାକୁ ଯିବାକୁ ଦରୁଛନ୍ତି। ଆଖ ପାଖ ଅଂଚଳ ଝାରପଡା, ସଂଖାରିସାହି,ଅଲିପଡା, ଗୋବିନ୍ଦପୁର ବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନବିଭାଗ କୁମ୍ଭୀରଟିର ଧରିବାର ବ୍ୟବସ୍ଥା କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି। ରିପୋର୍ଟର ସନ୍ତୋଷ ପ୍ରଧାନ ଓ କ୍ୟାମରାମ୍ୟାନ ରାଜକିଶୋର ଦାସଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More