ଦୁର୍ବୁତ୍ତର ବର୍ବର କାଣ୍ଡ, ଲଙ୍କା ଚାରାରେ ଘାସ ତେଲ ମାରି ସମ୍ପୂର୍ଣ୍ଣ ନଷ୍ଟ, ଚାଷୀ ହତାସ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାଇଁସୋ ପଂଚାୟତ ପୁରୁଷୋତ୍ତମପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାହାଳପୁର ପଂଚାୟତ ଫୁଲର ଗ୍ରାମର ନିରଞ୍ଜନ ପ୍ରଧାନଙ୍କ ଚାଷ ଜମି ପୁରୁଷୋତ୍ତମପୁର ଗ୍ରାମରେ ଅଛି। ଦୁଇ ଏକର ଚାଷ ଜମି ହଳ କରି ଚାରା ଲାଗିବା ପାଇଁ ସିଆର ହୋଇ ସାରିଥିଲା କିନ୍ତୁ ଗତ ରାତିରେ କେହି ଦୁର୍ବୁତ୍ତ ଲଙ୍କା ଚାରାରେ ଘାସ ତେଲ ପକାଇ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ଅଂଚଳରେ ଚାଷୀମାନେ ଚାଷ କରିବାକୁ ଭୟ କଲେଣି।ଅଂଚଳର ଚାଷୀକୁଳ ପ୍ରଶାସନକୁ ନିବେଦନ କରିଛନ୍ତି ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More