ଦୁଇ ଦୁଇଟା ମର୍ଡର କରି ଚିକିତ୍ସାଧିନ ଅବସ୍ଥାରେ ରାଧାର ମୃତ୍ୟୁ

43

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) () ନିଜ ଦୁଇ ବର୍ଷ ର ଶିଶୁ ସହିତ ଅନ୍ୟ ଜଣେ ବୃଦ୍ଧା ଙ୍କୁ ହତ୍ୟା କରିଥିବା ଘଟଣା ରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟାକାରୀ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମର ନିଜ ଦୁଇ ବର୍ଷର ଶିଶୁ ପୁତ୍ର ସମେତ ପୋଡ଼ଶୀ ବୃଦ୍ଧାଙ୍କୁ ହତ୍ୟା କରି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧା ସାନ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ । ଦୁଇଟି ହତ୍ୟା ଘଟଣା ପରେ ରାଧାଙ୍କୁ ଗ୍ରାମବାସୀ ମାନେ କାବୁ କରିଥିଲେ । ପରେ ପୋଲିସ ରେ ଜିମା ଦେଇଥିଲେ ବର୍ତ୍ତମାନ ଚିକିତ୍ସା ଧୀନ ଅବସ୍ଥାରେତାର ମୃତ୍ୟୁ ଘଟିଛି, ତେବେ ଶବ ବ୍ୟବଚ୍ଛେଦ ପରେ ହତ୍ୟା ର କାରଣ ସ୍ୱଷ୍ଟ ହୋଇପାରିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ମୃତ୍ୟୁ ପରେ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More