ଦୁଇଟି ଗୋରୁ ବୋଝେଇ ପିକପ ଭ୍ୟାନ ଜବତ

14

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ବାଗଧରିଆ ଛକ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ ପିକପ ଭ୍ୟାନ କାନପୁର ପୋଲିସ ଜବତ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବାଗଧରିଆ ଛକ ନିକଟରୁ ଦୁଇଟି ଚୋରା ଚାଲାଣ ହଉଥିବା ଗୋରୁ ବୋଝେଇ ଗାଡି ଏବଂ ଜଣେ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଡ୍ରାଇଭର ଜଣକ ଚିତ ରଂଜନ ପ୍ରଧାନ ବୟସ(31)।ଏବଂ ଜବତ ଗାଡି ଦୁଇଟି ଓଡ଼ି 05-AE-2599,ଓଡ଼ି-05-AD -8549 । ସେଥିରେ ଥିବା ଗୋରୁଗୁଡ଼ିକୁ ନୟାଗଡ ଜିଲ୍ଲା ଖଣ୍ଡପଡା କିଆଝରି ଗୋଶାଳାକୁ ପଠେଇ ଦିଆଯାଇଛି ବୋଲି ଥାନା ଅଧିକାରୀ ସଶ୍ମିତା ରଣା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More