ଦୀପାବଳିରେ ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବାଣ ଫୁଟି ୪ ଗୁରୁତର

14

Get real time updates directly on you device, subscribe now.

କାମାକ୍ଷାନଗର (ସଂଘର୍ଷ ମିଡିଆ) : -ପବିତ୍ର ଦୀପାବଳିରେ କାମାକ୍ଷାନଗରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ , ଦୀପାବଳିରେ ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବାଣ ଫୁଟି ୪ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ଅଗ୍ନିଶମ ବାହିନୀ । ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ଜଣେ ନାବାଳକ ଓ ଜଣେ ନାବାଳିକା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More