ଦିଲ୍ଲୀ ଯିବାକୁ ଭିଡ଼: ଆସନ୍ତାକାଲି ଭୁବନେଶ୍ଵରରୁ ଗୋଟିଏ ଟ୍ରେନ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ

11

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଦିଲ୍ଲୀରୁ ଆଜିଠାରୁ ଆରମ୍ଭ ହେଉଛି ରେଳ ଚଳାଚଳ । ୧୫ଟି ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିିଭିନ୍ନ ରାଜ୍ୟ ଅଭିମୁଖେ ଯାତ୍ରା କରୁଛି । ଏଥିରୁ ଗୋଟିଏ ଟ୍ରେନ୍ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ । ଅନ୍ୟପକ୍ଷରେ ଆସନ୍ତାକାଲି ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଦିଲ୍ଲୀ ଯିବ । ଏଥିପାଇଁ ବୁକିଂ ସରିଛି । ମାତ୍ର ବୁକିଂ ସଂଖ୍ୟା ଅଧିକ ହେବା ଯୋଗୁଁ ଭୁବନେଶ୍ବର- ନୂଆଦିଲ୍ଲୀ ସ୍ବତନ୍ତ୍ର ଟ୍ରେନରେ ୫ଟି ଅତିରିକ୍ତ ବଗି ସଂଯୋଗ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More