ଦିଦ୍ୟୁତ ବିଲ ବୃଦ୍ଧି ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଗଣଆନ୍ଦୋଳନ

16

Get real time updates directly on you device, subscribe now.

ସାଲେପୁର ( ସଂଘର୍ଷ ମିଡିଆ ) : ବିଦ୍ୟୁତ ବିଲ ଅହେତୁକ ବୃଦ୍ଧି ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଘରୋଇ କରଣକୁ ବିରୋଧ । ଲୋଭୋଲଟେଜ ଓ ନିମ୍ନମାନରବିଦ୍ୟୁତ ସେବା ବନ୍ଦ କରିବା,ବିଲ ତ୍ରୁଟିବିଚୁତି ବନ୍ଦ କରିବା,ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ଆବାହକ ରାଜକିଶୋର ମଲ୍ଲିକଙ୍କ ନେତୃ ରେ ମୁତାରିଫା ପଞ୍ଚାୟତ ର ସମିତି ସଭ୍ୟ ଉଦୟ କେଶରୀ ବର୍ମା,ପିତାମ୍ବର ଲେଙ୍କା, ବାସୁଦେବ ଓଝା,ହରହର ମହାନ୍ତି,ପ୍ରମୁଖ ଯୋଗଦେଇ ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଓ ଟାଟା ପାୱାର ଲିମିଟେଡ଼ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।ବିକ୍ଷୋଭ କାରୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ କନିଷ୍ଠ ଯନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More