ଦଶ ଜଣ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା

36

Get real time updates directly on you device, subscribe now.

ଯାଜପୁର( ସଂଘର୍ଷ ମିଡିଆ ) : ମାହାଙ୍ଗା ବ୍ଲକର ଦଶ ଜଣ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଚଳିତ ମାଟ୍ରିକ ପରୀକ୍ଷାରେ ମାହାଙ୍ଗା ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ୱର ରଖିଥିବା ଦଶ ଜଣ ଛାତ୍ର ଛାତ୍ରୀଙ୍କୁ ଗୌଡ଼ପଡା ଡ଼ାକବଙ୍ଗଳା ପରିସରରେ ମାହାଙ୍ଗା ମଣ୍ଡଳ ଶିକ୍ଷାଅଧିକାରୀ ଚକ୍ରଧର ବେହେରାଙ୍କ ପୌରୋହିତ୍ୟରେ ପଂଚାୟତରାଜ ଆଇନି ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କୋଭିଡ ପାଇଁ ବିଳମ୍ବରେ ହେଉ ପଛେ ଟପ୍ପର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ ଓ ଉପହାର ଦେଇ ସମ୍ବର୍ଦ୍ଧନା ଦେବାସହ ସେମାନଙ୍କ ଉତ୍ତରୋତ୍ତର ଭବିଷ୍ୟତ କାମନା କରି ଏହା ସେମାନଙ୍କୁ ଭବିଷ୍ୟତରେ ଅଧୟନ କ୍ଷେତ୍ରରେ ପ୍ରେରଣା ଯୋଗାଇବା ବୋଲି କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More