ଦଶହରା- ନବରାତ୍ରିରେ ଲାଠିପୁଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

13

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ମାଥିଲି ସଦର ମହୁକୁମାରେ ବଡ ଧୂମଧାମରେ ଦଶହରା ପାଳନ ହେଉଛି । ବିଗତ ଦୁଇବର୍ଷ ହେବ କରୋନା ପାଇଁ ପ୍ରତ୍ୟେକ ପୂଜା ପାର୍ବଣ ଫିଖା ହେବା ସହ ଜନସାଧାରଣ, ପର୍ବପର୍ବଣ ଖୁସିରେ ଆନନ୍ଦ ନେଇପାରିନଥିଲେ । ଏହା କେବଳ ଦଶହରା ନୁହେଁ ସମସ୍ତ ସମ୍ପର୍ଦୟ ର ଖୁସୀର ଖବର, ଯାହାକୁ ନେଇ ସମଗ୍ର ମାଲକାନଗିରି ଜିଲ୍ଲାର ସର୍ବସାଧାରଣ ଖୁସିବ୍ୟକ୍ତ କରିଛନ୍ତି । ଆଜି ଦଶହରାର ନବମୀ ଅବସରରେ ମାଥିଲି ଅଂଚଳର ଲାଠି ଦେବତାଙ୍କୁ ସହର ପରିକ୍ରମା କରିବା ସହ ଦଶହରା ମଣ୍ଡମାପ ଯାଏଁ ନିଆଯାଇଛି। ଏଥି ସହ କୁନିକୁନି ପିଲାଙ୍କ ଦ୍ୱାରା ନୃତ୍ୟର କାର୍ଯ୍ୟକ୍ରମ କରାଯାଇଛି । ହଜାର ହଜାର ଜନସାଧାରଣ ସାମିଲ ହେବା ସହ ପୂଜାର୍ଚନା କରିବା ସହିତ ଆନନ୍ଦ ଅନୁଭବ କରିଛନ୍ତି ।ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More