ଦଶଚକିଆ ଟ୍ରକ ଦୁର୍ଘଟଣାରେ ଶିଶୁ ପୁତ୍ର ଗୁରୁତ୍ତର, ଘଟଣା ସ୍ଥଳରେ ଚାପା ଉତେଜନା

13

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: କେନ୍ଦ୍ରାପଡ଼ା ସହର ଉପକଣ୍ଠ ମିରପାଟଣା ଗୌଡ଼ ଗୋପ ମଧ୍ୟରେ କାକଟ ଲକ ପକ୍ଷରୁ ଆସୁଥିବା ମାଲ ବୋଝେଇ ଦଶଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଯାଉଥିବା 10 ବର୍ଷର ଶିଶୁ ପୁତ୍ରକୁ ଚକ ତଳେ ଚାପି ହୋଇ ଗୁରୁତ୍ତର ହୋଇଛି । ଶିଶୁଟିର ଡାହାଣ ଗୋଡ଼ରେ ଟ୍ରକ ଚକ ମାଡି ଯାଇଥିବାରୁ ବହୁ ରକ୍ତ ସ୍ରାବ ହୋଇଥିଲା । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରୁ କଟକ ସ୍ଥାନାନ୍ତରିତ କରିଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକେ ରାସ୍ତା ରୋକ କରିବା ସହ ପିଲାର ସୁରକ୍ଷା ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାକୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି । କେନ୍ଦ୍ରାପଡ଼ାରୁ ବଳରାମ ବେହେରାଙ୍କ ରିପୋଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More