ଦନ୍ତା ହାତୀ ଆକ୍ରମଣରେ ୩ ଗୁରୁତର

18

Get real time updates directly on you device, subscribe now.

ସମ୍ବଲପୁର  ( ସଂଘର୍ଷ ମିଡିଆ ) : ସମ୍ବଲପୁର ଜିଲା ରେଢାଖୋଲ ଅନ୍ତର୍ଗତ ଭାଲିଆପଦା ପଞ୍ଚାୟତର ବାଉଁଶିପାଣିଆ ଗାଁରେ ହାତୀ ଉପଦ୍ରବ ଦେଖାଦେଇଥିବା ବୁଧବାର ଜଣାପଡ଼ିଛି। ଗାଁରେ ପଶି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ହାତୀ ଆକ୍ରମଣରେ ଉକ୍ତ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଗୋଟିଏ ପରିବାରର ବାପାମାଆ ଓ ୨ ବର୍ଷର ପୁଅ ରହିଛନ୍ତି। ସମସ୍ତ ଗୁରୁତରଙ୍କୁ ରେଢାଖୋଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More