ଦନ୍ତା ହାତୀ ଆକ୍ରମଣରେ ୨ ମୃତ

11

Get real time updates directly on you device, subscribe now.

ଢେଙ୍କାନାଳ: ଏକ ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ବଡ଼ ବାପା ଓ ପୁତୁରାଙ୍କ ଜୀବନ। ଢେଙ୍କାନାଳ ସଦର ଅନ୍ତର୍ଗତ ଗଇଲୋଠାରେ ଆଜି ଏପରି ଅଭାବନୀୟ ଘଟଣା ଘଟିଛି। ମୃତକଦ୍ବୟ ହେଲେ ଗୁଣଦେଇ ଗ୍ରାମର ଫଗୁଆ ଦେହୁରୀ(୫୫) ଏବଂ ତାଙ୍କ ପୁତୁରା ଶିବ ଦେହୁରୀ। ଉଭୟେ ଆଜି ସକାଳେ ନିକଟ ଏକ ନାଳକୁ ମାଛ ମାରିବାକୁ ଯାଉଥିଲେ। ଜଙ୍ଗଲିଆ ରାସ୍ତାରେ ଏକ ଦନ୍ତା ହାତୀ ଉଭୟଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More