ତ୍ରିବେଣୀ କଳା ସଙ୍ଗମର ଶ୍ରଦ୍ଧାଞ୍ଜଳି ସମାରୋହ

12

Get real time updates directly on you device, subscribe now.

ଭୁବନଶ୍ଵର(ସଂଘର୍ଷ ମିଡିଆ) : – ଆଜି ତ୍ରିବେଣୀ କଳା ସଙ୍ଗମ, ରାଉରକେଲା ତରଫରୁ ସ୍ୱର୍ଗତ ପଦ୍ମବିଭୂଷଣ ଗୁରୁ ଶ୍ରୀ କାଳୁଚରଣ ମହାପାତ୍ର ୧୯ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ପାଳନ କରାଗଲା । ଉକ୍ତ ଦିବସ ପାଳନ ଅବସରରେ ତ୍ରିବେଣୀ କଳା ସଙ୍ଗମର ମୁଖ୍ୟ ଗୁରୁ ଶ୍ରୀମତୀ ସୁନୀତା ପଟନାୟକ, ବିଶିଷ୍ଠ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡ; ବିଶ୍ୱଜିତ୍ ଦାସ , ରୋବର୍ଟ୍ ହାଇଫିଲ୍ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ଉପସ୍ଥିତ ରହି ଗୁରୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More